ଜାତୀୟ

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ମିଳିଲା ‘ଜେଡ’ ବର୍ଗର ସୁରକ୍ଷା

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ମିଳିଲା ‘ଜେଡ’ ବର୍ଗର ସୁରକ୍ଷା। କେନ୍ଦ୍ର ଗୃହ ମନ୍ତ୍ରାଳୟର ସୂତ୍ର ଅନୁଯାୟୀ, ଇଣ୍ଟେଲିଜେନ୍ସ ବ୍ୟୁରୋ ର ଗୁଇନ୍ଦ‌ା ରିପୋର୍ଟ ଆଧାରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି।

ରାଜୀବ କୁମାରଙ୍କୁ ହତ୍ୟା ଧମକ ମିଳିଛି ନା ଅନ୍ୟ କିଛି ବିପଦ ରହିଛି, ସେ ବିଷୟରେ ଜଣାଇ ନାହିଁ ଗୃହ ମନ୍ତ୍ରାଳୟ। ଆଇବି ନିଜ ରିପୋର୍ଟରେ କ’ଣ ଦର୍ଶାଇଛି, ତାହା ସାମ୍ନାକୁ ଆସିନାହିଁ।

Related Articles

Back to top button