ମନୋରଞ୍ଜନ

ଆଜିକାଲି ଅଭିନୟ ଜୀବନ କମ୍‌, ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ପୂର୍ବତନ ବିଶ୍ୱସୁନ୍ଦରୀ ତଥା ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ସୁସ୍ମିତା ସେନ୍‌

ଆଜିକାଲି ଅଭିନୟ ଜୀବନ କମ୍‌, ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ପୂର୍ବତନ ବିଶ୍ୱସୁନ୍ଦରୀ ତଥା ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ସୁସ୍ମିତା ସେନ୍‌। ଏବେ ତାଙ୍କୁ ୪୮ ବର୍ଷ।

ଦୁଇଟି ଝିଅଙ୍କୁ ସେ ନିଜର ପାଳିତା କନ୍ୟା ଭାବେ ଗ୍ରହଣ କରିଛନ୍ତି। ଏହାସତ୍ତ୍ୱେ ବିବାହ କରିବାକୁ ମନ ବଳାଇଛନ୍ତି ସେ। ଅନେକ ଇଭେଣ୍ଟରେ ପୂର୍ବତନ ପ୍ରେମିକ ରୋହମନ ସଲଙ୍କ ସହ ତାଙ୍କୁ ଦେଖାଯାଉଥିବାରୁ ଉଭୟ ପୁଣିଥରେ ପ୍ରେମରେ ପଡ଼ିଛନ୍ତି ବୋଲି କୁହାଯାଉଥିଲା।

Related Articles

Back to top button