ଅନ୍ତର୍ଜାତୀୟ

ଇରାନ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଚିନ୍ତା କରିଛି

ଇରାନ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଚିନ୍ତା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ସେନା ପର୍ଯ୍ୟନ୍ତ ଇରାନର ଆକ୍ରମଣର ଜବାବ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଗୋଟିଏ ପଟେ ବେଞ୍ଜାମିନ ନେତାନ୍ୟାହୁ ଜରୁରୀ ବୈଠକ କରୁଛନ୍ତି ଏବଂ ଇରାନ ବିରୁଦ୍ଧରେ ଏକ ଚକ୍ରବ୍ୟୁହ ସୃଷ୍ଟି କରୁଥିବାବେଳେ ଅନ୍ୟ ପଟେ ଇସ୍ରାଏଲ ସେନା ଇରାନକୁ ଉଚିତ ଜବାବ ଦେବାକୁ ପ୍ରସ୍ତୁତ ହେଉଛି।

Related Articles

Back to top button