ଜାତୀୟ

ଦିଲ୍ଲୀର ଗୌତମବୁଦ୍ଧନଗରର ପ୍ରବଳ ଥଣ୍ଡା ଯୋଗୁଁ ସ୍କୁଲଗୁଡ଼ିକୁ ଅତିରିକ୍ତ ଛୁଟି ଘୋଷଣା କରାଯାଇଛି

ଦିଲ୍ଲୀର ଗୌତମବୁଦ୍ଧନଗରର ପ୍ରବଳ ଥଣ୍ଡା ଯୋଗୁଁ ସ୍କୁଲଗୁଡ଼ିକୁ ଅତିରିକ୍ତ ଛୁଟି ଘୋଷଣା କରାଯାଇଛି । ୧୪ ଦିନ ଛୁଟି ପରେ ଆଉ ଅତିରିକ୍ତ ୩ ଦିନ ସ୍କୁଲ ବନ୍ଦ ରହିବ ବୋଲି ସୂଚନା ମିିିଳିଛି ।

ଏହାସହିତ ଆସନ୍ତା ୨୯ ଏବଂ ୩୦ ତାରିଖରେ ମଧ୍ୟ ସ୍କୁଲ ବନ୍ଦ ରକିବାକୁ ନିର୍ଦ୍ଦେଶ ଜାରି ହୋଇଛି । ୩୧ ତାରିଖ ରବିବାର ପଡ଼ୁଥିବାରୁ ସ୍କୁଲଗଚଡ଼ିକ ବନ୍ଦ ରହିବ । ଅନ୍ୟ ପକ୍ଷରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଟାଇମ ଟେବୁଲ ମଧ୍ୟ ପରିବର୍ତ୍ତନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com