ରାଜନୀତି

ଆଗାମୀ ଲୋକସଭା ନିର୍ବାଚନକୁ ନଜରରେ ରଖି କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି

ଆଗାମୀ ଲୋକସଭା ନିର୍ବାଚନକୁ ନଜରରେ ରଖି କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ଦଳ ପକ୍ଷରୁ ଇଣ୍ଡିଆ ମେଣ୍ଟ ସହ ବୈଠକ ହୋଇଛି ।

ଏହି ବୈଠକ ପରେ କଂଗ୍ରେସ ମଜୁବତ ଥିବା ୨୯୦ଟି ଆସନରେ ଏକାକୀ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି । ଏହାସହ ଏହି ଆସନଗୁଡିକରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି ଦଳ । ପାର୍ଟିର ଅନ୍ତରୀଣ ସୂତ୍ର ସୂଚନା ମୁତାବକ ପାର୍ଟି ସାରା ଦେଶରେ ପରାମ୍ପରାଗତ ମଜବୁତ ଆସନରେ ଆଶାୟୀଙ୍କ ଚୟନ ପ୍ରକ୍ରିୟ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com