ଅନ୍ୟାନ୍ୟ

ରାଷ୍ଟ୍ରପତି ପୁରସ୍କାର ପାଇବାକୁ ଯାଉଛନ୍ତି କଟକର ଦୀପା ସାହୁ

ପିଏଚଡି ଡିଗ୍ରୀ ହାସଲ କରିଥିବା ପ୍ରଥମ କିନ୍ନର ଭାବେ ରାଷ୍ଟ୍ରପତି ପୁରସ୍କାର ପାଇବାକୁ ଯାଉଛନ୍ତି କଟକର ଦୀପା ସାହୁ। ଆସନ୍ତା ଡିସେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଭବନରେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବେ।

ଏନେଇ ରାଷ୍ଟ୍ରପତି ଭବନରୁ ଚିଠି ଯୋଗେ ଦୀପାଙ୍କୁ ଅବଗତ କରାଯାଇଛି। ଯେଉଁ ଖବର ପାଇବା ପରେ କିନ୍ନର ସମାଜରେ ଖୁସିର ଲହରୀ ଖେଳିଯାଇଛି। ହେଲେ ଦୁଃଖ ଆଉ ବିଡ଼ମ୍ବନାର ବିଷୟ ଯେ ଦୀପା ସାହୁଙ୍କ କାହାଣୀ ସବୁଠୁ ଭିନ୍ନ।

Related Articles

Back to top button
WP Twitter Auto Publish Powered By : XYZScripts.com