ସ୍ୱାସ୍ଥ୍ୟ

ଏଣିକି ହର୍ଲିକ୍ସ ଆଉ ‘ହେଲଥ ଡ୍ରିଙ୍କ୍ସ’ ଭାବେ ନାମିତ ହେବ ନାହିଁ

ଏଣିକି ହର୍ଲିକ୍ସ ଆଉ ‘ହେଲଥ ଡ୍ରିଙ୍କ୍ସ’ ଭାବେ ନାମିତ ହେବ ନାହିଁ। କାରଣ ହର୍ଲିକ୍ସ ଓ ବୁଷ୍ଟ ପରି ବ୍ୟବସାୟ ସଂସ୍ଥା ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ (HUL) ଏହାର ‘ହେଲଥ ଡ୍ରିଙ୍କ୍ସ’ କାଟାଗୋରିକୁ ପୁନଃ ନାମିତ କରିଛି।

କମ୍ପାନୀ ଏହାର ‘ହେଲଥ ଫୁଡ୍ ଡ୍ରିଙ୍କ୍ସ’ କାଟାଗୋରୀ ନାମକୁ ପରିବର୍ତ୍ତନ କରି ‘ଫଙ୍କ୍‌ସ୍‌ନାଲ ନ୍ୟୁଟ୍ରିସନାଲ ଡ୍ରିଙ୍କ୍ସ’ (FND) ଭାବରେ ନାମିତ କରିଛି। ଏଥିସହ ହର୍ଲିକ୍ସରୁ ‘ହେଲଥ’ ଲେବଲକୁ ହଟାଇ ଦେଇଛି କମ୍ପାନୀ।

Related Articles

Back to top button