ଅନ୍ତର୍ଜାତୀୟ

ଦକ୍ଷିଣ କୋରିଆ ସୀମାରେ ସେନା

ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ପୁଣି ଥରେ ତିକ୍ତତା ବୃଦ୍ଧି ପାଇଛି। କିନ୍ତୁ ଏଥର ଉତ୍ତେଜନା ବହୁତ ବୃଦ୍ଧି ପାଇଛି। ପ୍ୟୋଙ୍ଗୟାଙ୍ଗ ଦକ୍ଷିଣ କୋରିଆ ସୀମା ନିକଟରେ ନିଜର ସୈନିକମାନଙ୍କୁ ପଠାଇଛି।

ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଏହା କରାଯାଇଛି। ଦୁଇ ଦେଶ ମଧ୍ୟରେ ସାମରିକ ଚୁକ୍ତିନାମା ସ୍ଥଗିତ ରହିବା ପରେ ଉତ୍ତର କୋରିଆ ଗାର୍ଡ ପୋଷ୍ଟରେ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି।

Related Articles

Back to top button