ଜାତୀୟ

ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ର ମୁଖ୍ୟ ହେଲେ ପବନ ଦାବୁଲୁରି

ବିଶ୍ୱ ସ୍ତରରେ ଗୌରବ ଆଣିଲେ ଆଉ ଜଣେ ଭାରତୀୟ। ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ର ମୁଖ୍ୟ ହେଲେ ପବନ ଦାବୁଲୁରି। ଆଇଆଇଟି ମାଡ୍ରାସରୁ ଅଧ୍ୟୟନ କରିଥିବା ପବନ ଦାବୁଲୁରିଙ୍କୁ ମାଇକ୍ରୋସଫ୍ଟ ୱିଣ୍ଡୋଜ୍ ଏବଂ ସର୍ଫେସର ନୂତନ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି।

ପାନୋସ ପାନେୟଙ୍କ ଇସ୍ତଫା ପରେ ପରେ ତାଙ୍କୁ ଏହି ପଦ ମିଳିଛି ।

Related Articles

Back to top button