କ୍ରୀଡ଼ା

ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ଜିତିଛି

ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ଜିତିଛି। ବିଶାଖାପାଟନମରେ ଖେଳାଯାଇଥିବା ମ୍ୟାଚକୁ ଭାରତ ୧୦୬ ରନରେ ଜିତିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜକୁ ୧-୧କୁ ଆଣିଛି। ହାଇଦ୍ରାବାଦରେ ଖେଳାଯାଇଥିବା

ପ୍ରଥମ ମ୍ୟାଚ ଇଂଲଣ୍ଡ ଜିତିଥିଲା। ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭାରତ ପାଇଁ ଦ୍ୱିତୀୟ ଟେଷ୍ଟରେ ମୋଟ ୩ଟି ଉଇକେଟ ନେଇଥିଲେ। ଏହି ମ୍ୟାଚ ସମୟରେ ସେ ଏକ ବଡ଼ ସଫଳତା ହାସଲ କରିଥିଲେ।

Related Articles

Back to top button