ରାଜନୀତି

ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେଲେ ଅରବିନ୍ଦର ସିଂହ ଲଭଲି

ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେଲେ ଅରବିନ୍ଦର ସିଂହ ଲଭଲି । ଦୀର୍ଘ ଦିନର ଚର୍ଚ୍ଚା ଆଲୋଚନା ପରେ ଆଜି ପଦ୍ମ ଶିବିରରେ ସାମିଲ ହେଇଛନ୍ତି ଏହି କଂଗ୍ରେସ ନେତା ।

ଖାଲି ସେତିକି ନୁହେଁ, ତାଙ୍କ ସହିତ କଂଗ୍ରେସ ନେତା ରାଜକୁମାର ଚୌହାନ, ଅମିତ ମଲିକ, ନସୀବ ସିଂହ ଏବଂ ନୀରଜ ବସୋୟା ମଧ୍ୟ ପଦ୍ମ ଧରିଛନ୍ତି । ଅରବିନ୍ଦର ସିଂହ ଲଭଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ଏବଂ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com