ଜାତୀୟ

ଆଇସିଆଇସିଆଇ ବ୍ୟାଙ୍କର ମୋବାଇଲ ଆପ୍ଲିକେସନ ଆଇମୋବାଇଲ ପେ ରେ ଟେକ୍ନିକ ସମସ୍ୟା ସାମ୍ନାକୁ ଆସିଛି

ଆଇସିଆଇସିଆଇ ବ୍ୟାଙ୍କର ମୋବାଇଲ ଆପ୍ଲିକେସନ ଆଇମୋବାଇଲ ପେ ରେ ଟେକ୍ନିକ ସମସ୍ୟା ସାମ୍ନାକୁ ଆସିଛି । କିଛି ୟୁଜର୍ସ ଦାବି କରିଛନ୍ତି ଯେ, ଏହି ପ୍ଲାଟଫର୍ମରେ ଅନ୍ୟ କ୍ରେଡିଟ କାର୍ଡର ସେଂସିଟିଭ ଇନଫରମେସନ ଆଦି ଦେଖିବାକୁ ମିଳୁଛି ।

ଏହି ଅସୁବିଧାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୁମନ୍ତ ମଣ୍ଡଲ ନାମକ ଜଣେ ଟେକ୍ନୋଫିନୋ ଫାଉଣ୍ଡର ରିଜର୍ଭ ବ୍ୟାଙ୍କକୁ ଟ୍ୟାଗ କରି ଏହି ସମସ୍ୟାକୁ ଶିଘ୍ର ସମାଧାନ କରିବାକୁ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com