ଜାତୀୟ

ରାତିର ଅନ୍ଧାରରେ ଚୋରା ବେପାରୀ ମୃତଦେହ ଚୋରି କରୁଛନ୍ତି

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଏକ ଅମାନୁଷିକ ବ୍ୟବସାୟ ଚାଲିଛି। ରାତିର ଅନ୍ଧାରରେ ଚୋରା ବେପାରୀ ମୃତଦେହ ଚୋରି କରୁଛନ୍ତି। ତାହା ପୁଣି କବରସ୍ତାନରୁ।

ସ୍ଥାନୀୟ ଫରକ୍କା ସୁତି ଥାନା ଅଞ୍ଚଳରେ ଏଭଳି ମୃତଦେହ କିଣାବିକା ଜାରି ରହିଛି। ଏହା ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ାଇବା ସହିତ ଆଖିରୁ ନିଦ ହଜାଇ ଦେଇଛି।

Related Articles

Back to top button