ଅନ୍ତର୍ଜାତୀୟ

ଗାଜାକୁ ଶାନ୍ତି ଏବଂ ସମୃଦ୍ଧିର ଏକ ନୂତନ କେନ୍ଦ୍ରରେ ପରିଣତ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ତାଙ୍କ ସରକାର ଗାଜାକୁ ଶାନ୍ତି ଏବଂ ସମୃଦ୍ଧିର ଏକ ନୂତନ କେନ୍ଦ୍ରରେ ପରିଣତ କରିବ।

ନେତାନ୍ୟାହୁଙ୍କ କ୍ୟାବିନେଟ ଗାଜାର ପୁନଃ ନିର୍ମାଣ ପାଇଁ ୪୯୦ ନିୟୁତ ଡଲାରର ଯୋଜନା ଅନୁମୋଦନ କରିଛି। ଏହି ଯୋଜନା ଅଧୀନରେ ୨୦୨୪ରୁ ୨୦୨୮ ପର୍ଯ୍ୟନ୍ତ ଗାଜାରେ ଏକ ପୁନର୍ବାସ କାର୍ଯ୍ୟକ୍ରମ କରାଯିବ।

Related Articles

Back to top button