ବିରୋଧୀଙ୍କୁ ସାଇବେରିଆନ ପକ୍ଷୀ କହିଲା ବିଜେଡି। ଲୋକଙ୍କ ସହ ବିରୋଧୀଙ୍କର କୌଣସି ସମ୍ପର୍କ ନାହିଁ। ନିର୍ବାଚନ ବେଳେ ସାଇବେରିଆନ ପକ୍ଷୀ ଭଳି ଆସନ୍ତି ପୁଣି ଉଡ଼ି ଯାଆନ୍ତି…