ମନୋରଞ୍ଜନ

ରଣବୀର କପୁର ଏବଂ ସାଇ ପଲ୍ଲବୀଙ୍କ କିଛି ଫଟୋ ‘ରାମାୟଣ’ର ସେଟ୍‌ରୁ ପ୍ରକାଶ ପାଇଛି

ରଣବୀର କପୁର ଏବଂ ସାଇ ପଲ୍ଲବୀଙ୍କ କିଛି ଫଟୋ ‘ରାମାୟଣ’ର ସେଟ୍‌ରୁ ପ୍ରକାଶ ପାଇଛି। ସେଥିରେ ସେ ପ୍ରଭୁ ରାମ ଏବଂ ମାତା ସୀତାଙ୍କ ଅବତାରରେ ଦେଖିବାକୁ ମିଳିଛି।

ଫଟୋ ଗୁଡିକରେ ଉଭୟ ନଦୀ କୂଳରେ ବୁଲିବା ଏବଂ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ଦୁହେଁ ମେଳ ଖାଉଥିବା ମାରୁନ ରଙ୍ଗର ପୋଷାକ ପିନ୍ଧିଛନ୍ତି। ସାଇ ପଲ୍ଲବୀ ନାଚୁରାଲ ମେକଅପ୍ ସହିତ ବାଇଗଣୀ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି।

Related Articles

Back to top button