ଅନ୍ତର୍ଜାତୀୟ

ପୃଥିବୀର ଆଭ୍ୟନ୍ତରରେ ରହିଛି ପ୍ରଶସ୍ତ ଓ ଗଭୀର ଜଳ ଭଣ୍ଡାର

ପୃଥିବୀର ଆଭ୍ୟନ୍ତରରେ ରହିଛି ପ୍ରଶସ୍ତ ଓ ଗଭୀର ଜଳ ଭଣ୍ଡାର। ଭୂପୃଷ୍ଠରୁ ପାଖାପାଖି ୭୦୦ କିଲୋମିଟର ତଳେ ଏକ ବିଶାଳ ସମୁଦ୍ର ରହିଛି, ଯାହା ପୃଥିବୀର ସମସ୍ତ ମହାସାଗର ଠାରୁ ତିନି ଗୁଣ ଅଧିକ।

ପୃଥିବୀ ତଳେ ଏଭଳି ବିଶାଳ ଜଳଭଣ୍ଡାର ଥିବା ନେଇ ପୂର୍ବରୁ କେହି କଳ୍ପନା ମଧ୍ୟ କରିନଥିଲେ। ବୈଜ୍ଞାନିକଙ୍କ ଅନୁସନ୍ଧାନରୁ ଏହା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

Related Articles

Back to top button