bollywood
-
ଜାତୀୟ
Shamshera: ଗୋଟିଏ ସିନ୍ ପାଇଁ ପ୍ରସ୍ତୁତ କରିବାକୁ ପଡିଥିଲା ୪୦୦ ଫୁଟ୍ର ଲମ୍ବା ଟ୍ରେନ୍
ନୂଆଦିଲ୍ଲୀ: ରଣବୀର କପୁର ଏବଂ ସଞ୍ଜୟ ଦତ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ‘ଶମଶେରା’ ଆସନ୍ତା ୨୨ ଜୁଲାଇରେ ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ରିଲିଜ୍ ହେବା ପୂର୍ବରୁ ଚର୍ଚ୍ଚା ଅଛି…
Read More » -
ଜାତୀୟ
ବଲିଉଡରେ କାମ କରିବାକୁ ମନ ବଳାଉଛନ୍ତି ‘ପୁଷ୍ପା’ ଫେମ୍ ଅଲ୍ଲୁ ଅର୍ଜୁନ, ପଚରାଯିବାରୁ କହିଲେ ଏମିତି କିଛି….
ମୁମ୍ୱାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ ଫଲୋଅର ଅଧିକ । କିନ୍ତୁ ସୁପରହିଟ୍ ଫିଲ୍ମ ‘ପୁଷ୍ପା ପରେ ବଢିଯାଇଛି ତାଙ୍କର ଡିମାଣ୍ଡ । ଖାସ୍ କରି…
Read More » -
ଜାତୀୟ
ଅଭିନେତ୍ରୀଙ୍କୁ ଅଫର୍: ‘ମାସକୁ ୨୫ ଲକ୍ଷ ନିଅ, ମୋ ସ୍ତ୍ରୀ ହୁଅ’
ମୁମ୍ବାଇ: ‘ମାସକୁ ୨୫ ଲକ୍ଷ ଟଙ୍କା ନିଅ ଆଉ ମୋ ସ୍ତ୍ରୀ ହୁଅ।’ ଏଭଳି କିଛି ଅଫ୍ର ମିଳିଥିଲା ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ। ମାସିକ ଦରମା…
Read More » -
ଜାତୀୟ
ବଡ଼ ଖୁଲାସା, ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟ୍ରେ ଥିଲେ ଅନେକ ବଲିଉଡ ଷ୍ଟାର୍
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲଙ୍କ ହତ୍ୟା ମାମଲାରେ ଜଡିତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗକୁ ନେଇ ହୋଇଛି ବଡ ଖୁଲାସା। ପଞ୍ଜାବୀ…
Read More » -
ଜାତୀୟ
କପୁର ଫ୍ୟାମିଲିରେ ୧୦ମ ଦଶମ ପାସ୍ କରିଥିବା ପ୍ରଥମ ବ୍ୟକ୍ତି ମୁଁ : ରଣବୀର
ମୁମ୍ବାଇ: କପୁର ପରିବାର ବହୁ ଦଶନ୍ଧି ଧରି ବଲିଉଡ୍ ଇଣ୍ଡଷ୍ଟ୍ରିରେ ରାଜ୍ କରି ଆସୁଛନ୍ତି। ହେଲେ ସବୁ ବେଳେ ଚର୍ଚ୍ଚାରେ ଥିବା କପୁର ଖାନ୍ଦାନଙ୍କର ଏକ ମଜାଦାର…
Read More » -
ଜାତୀୟ
ପରଦାକୁ ପୁଣି ଫେରୁଛନ୍ତି ପାଣ୍ପରଦାକୁ ପୁଣି ଫେରୁଛନ୍ତି ପାଣ୍ଡେ ଜୀ, ଖୁବଶୀଘ୍ର ଆରମ୍ଭ ହେବ ‘ଦବଙ୍ଗ-୪’ର ସୁଟିଂଡେ ଜୀ, ଖୁବଶୀଘ୍ର ଆରମ୍ଭ ହେବ ‘ଦବଙ୍ଗ-୪’ର ସୁଟିଂ
ମୁମ୍ବାଇ: ବଲିଉଡ୍ର ଭାଇଜାନ୍ ତଥା ସୁପରଷ୍ଟାର୍ ସଲମାନ୍ ଖାନ୍ଙ୍କ ଆଗାମୀ ସିନେମା ଗୁଡ଼ିକର ଲମ୍ବା ଲାଇନ୍ରେ ରହିଛି । ସେହି ଲିଷ୍ଟ୍ରେ ସାମିଲ୍ ଅଛି ଟାଇଗର୍ ୩,…
Read More » -
ଜାତୀୟ
ଫ୍ଲପ୍ ଫିଲ୍ମ ଦେବା ପରେ ବିଳାଶପୂର୍ଣ୍ଣ ଜୀବନ ବିତାଉଛନ୍ତି ଉର୍ବଶୀ, ଏପରି କମାଉଛନ୍ତି କୋଟି କୋଟି ଟଙ୍କା
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ନିଜର ଚମତ୍କାର ଷ୍ଟାଇଲ୍ ପାଇଁ ବେଶ୍ ଜଣାଶୁଣା । ଉର୍ବଶୀ ପ୍ରତ୍ୟେକ ଇଭେଣ୍ଟରେ ସବୁବେଳେ ଉପସ୍ଥିତ ଥାଆନ୍ତି ଏବଂ ସେ ପ୍ରତ୍ୟେକ…
Read More » -
ଜାତୀୟ
‘ଶେହଜାଦା’ର ଶୁଟିଂ ଆରମ୍ଭ କଲେ କାର୍ତ୍ତିକ୍, କ୍ରିତିଙ୍କ ସହ ଆକ୍ସନ୍ ଅନ୍ଦାଜ୍ରେ ଆସିବେ ନଜର
ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ଭୁଲ୍ ଭୁଲେୟାଁ ୨’ ବ୍ଲକ୍ ବଷ୍ଟର ହେବା ପରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ସବୁଠି ଚର୍ଚ୍ଚା । ବର୍ତ୍ତମାନ ତାଙ୍କର ନୂଆ…
Read More » -
ଜାତୀୟ
ବଲିଉଡର ଏହି ସବୁ ଗୀତ ସବୁଠୁ ମହଙ୍ଗା, ଏଥିରେ ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି ନିର୍ମାତା
ମୁମ୍ବାଇ: ଭାରତୀୟ ସିନେମା ଏବଂ ସଙ୍ଗୀତର ନିବିଡ ବନ୍ଧନ ରହିଛି। ସଙ୍ଗୀତ ବିନା ଚଳଚ୍ଚିତ୍ର କଳ୍ପନା କରିପାରିବା କି? ବିନା ସଙ୍ଗୀତରେ ଫିଲ୍ମ ହିଟ୍ ହୋଇପାରେ ନାହିଁ। ଫିଲ୍ମ…
Read More »