ମନୋରଞ୍ଜନ

ଅଭିନେତା ଅନୁଭବ ମହାନ୍ତି ଏକ ଭିନ୍ନ ରୂପରେ ନଜର ଆସିଛନ୍ତି

ଅଭିନେତା ଅନୁଭବ ମହାନ୍ତି ଏକ ଭିନ୍ନ ରୂପରେ ନଜର ଆସିଛନ୍ତି। ହନୁମାନ ଜୟନ୍ତୀ ପୂର୍ବରୁ ତାଙ୍କର ଏହି ଲୁକ୍‌ ଏବେ ଭାଇରାଲ ହେଉଛି। ସେ ଏବେ ବହୁତ ବଦଳିଗଲେଣି ବୋଲି ଏହି ଲୁକ୍‌ ଦେଖି ଲୋକେ କହୁଛନ୍ତି। ବାସ୍ତରେ ସେ ହନୁମାନ ଚାଳିଶା ପାଠ କରିଛନ୍ତି।

ହନୁମାନ ଜୟନ୍ତୀ ପାଳନ ପୂର୍ବରୁ ଅନୁଭବ ହନୁମାନ ଚାଳିଶା ଗାଉଥିବାର ଏକ ନୂଆ ଭିଡିଓ ରିଲିଜ୍‌ ହୋଇଛି।

Related Articles

Back to top button