ଅନ୍ୟାନ୍ୟ

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିବା ଜଣେ ଆଇପିଏଲ ଷ୍ଟାରଙ୍କୁ ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ

କ୍ରୀଡ଼ା ଜଗତରୁ ଆସିଛି ଏକ ବଡ଼ ଖବର । ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିବା ଜଣେ ଆଇପିଏଲ ଷ୍ଟାରଙ୍କୁ ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ନେପାଳ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେଙ୍କୁ ପୂର୍ବରୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଏବେ କାଠମାଣ୍ଡୁର ଏକ କୋର୍ଟ ତାଙ୍କୁ ୮ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ୨୩ ବର୍ଷୀୟ ସନ୍ଦୀପ ନେପାଳ କ୍ରିଟେର ଜଣେ ବଡ଼ ଚେହେରା ।

Related Articles

Back to top button
WP Twitter Auto Publish Powered By : XYZScripts.com