ଜାତୀୟ

ଅସଲି ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ

ଅସଲି ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ । ଇରାନୀ ମୁସଲିମ ଗ୍ୟାଙ୍ଗ ର ୭ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କମିଶନରେଟ ପୋଲିସରେ ସେମାନଙ୍କ ନାଁ ରେ ୧୧ ଟି ମାମଲା ରହିଛି ।

ରତ୍ନ ପଥର, ଚଷମା ବିକିବା ଆଳରେ ଲୋକଙ୍କୁ ଲୁଟୁଥିଲେ ଏହି ଲୁଟେରା । ମଧ୍ୟପ୍ରଦେଶରେ ୭ ଜଣ ଲୁଟେରାଙ୍କ ଘର । ଇରାନରୁ ଆସି ବିଗତ ୯ ପିଢ଼ି ହେଲା ସେମାନେ ମଧ୍ୟପ୍ରଦେଶରେ ରହୁଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com