କ୍ରୀଡ଼ା

ମହିଳା ବିଶ୍ୱକପ : ଭାରତର ଦମଦାର୍ ଆରମ୍ଭ, ପାକିସ୍ତାନକୁ ହରାଇଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ() ମହିଳା ବିଶ୍ୱକପରେ ଭାରତ ଦମଦାର ଆରମ୍ଭ କରିଛି । ଦଳ ପାକିସ୍ତାନକୁ ଏକ ଲିଗ୍ ମୁକାବିଲାରେ ୧୦୭ ରନରେ ପରାସ୍ତ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୪ ରନ୍ କରିଥିଲା । ଜବବାରେ ପାକିସ୍ତାନ ମାତ୍ର ୧୩୭ ରନରେ ଅଲଆଉଟ୍ ହୋଇଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com