ମନୋରଞ୍ଜନ

ବବି ଦଓ୍ବେଲ ଏବେ ତାଙ୍କ ପିଲ୍ମ ଆନିମଲ ପାଇଁ ଚର୍ଚ୍ଚାରେ

ବି ଟାଉନର ଲୋକପ୍ରିୟ ଅଭିନେତା ବବି ଦଓ୍ବେଲ ଏବେ ତାଙ୍କ ପିଲ୍ମ ଆନିମଲ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପିଲ୍ମ ଆନିମଲ ବକସ ଅଫିସରେ ହିଟ୍‌ ହେବା ସହ ରେକର୍ଡ ଉପରେ ରେକର୍ଡ ଭାଙ୍ଗି ଚାଲିଛି।

୫ ଦିନରେ ଫିଲ୍ମ ୪୫୦କୋଟିର ରେକର୍ଡ ପାର୍‌ କରି ଦେଇଛି। ନିକଟରେ ସେ ଏକ ସାକ୍ଷାତକାର ଦେଇଛନ୍ତି। ଯେଉଁଥିରେ ସେ ରକି ଔର ରାନୀ କି ପ୍ରେମ କାହାନୀ ସମ୍ପର୍କରେ କିଛି କଥା ଖୁଲାସା କରିଛନ୍ତି। ଫିଲ୍ମର ପ୍ରିମିୟର ଶୋ ମଝିରେ ସେ ହଲ୍‌ରୁ ଉଠି ଚାଲିଯାଇଥିଲେ ବୋଲି କହିଛନ୍ତି।

Related Articles

Back to top button