ଅନ୍ତର୍ଜାତୀୟ

ରାଷ୍ଟ୍ରପତି ନିର୍ବାଚନ ମଇଦାନକୁ ଓହ୍ଲାଇବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ମଇଦାନକୁ ଓହ୍ଲାଇବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଖୁବ୍ ଶୀଘ୍ର ଏନେଇ ଘୋଷଣା କରିବେ ପୁଟିନ । ଆସନ୍ତାବର୍ଷ ମାର୍ଚ୍ଚରେ ହେବାକୁ ଯାଉଥିବା ନିର୍ବାଚନରେ ଯଦି ବିଜୟୀ ହୁଅନ୍ତି ତେବେ ସେ ୨୦୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିବେ ।

ପାଶ୍ଚାତ୍ୟ ରାଷ୍ଟ୍ରବିରୋଧରେ ପୁଟିନ ଦବଦବା ଜାରି ରଖିଥିବାବେଳେ ତାଙ୍କର ପ୍ରାର୍ଥିତ୍ବକୁ ବିଭିନ୍ନ ମହଲରୁ ସମର୍ଥନ ମିଳୁଥିବା ସୂଚନା ମିଳିଛି । ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ପୁଟିନ ନିଷ୍ପତ୍ତି ନେଇସାରିଛନ୍ତି ଏବଂ ବିଧିବଦ୍ଧ ଘୋଷଣା ବାକି ଅଛି ବୋଲି ସୁତ୍ରରୁ ପ୍ରକାଶ।

Related Articles

Back to top button
WP Twitter Auto Publish Powered By : XYZScripts.com