ଓଡ଼ିଶା

ବିଡିଏ ପକ୍ଷରୁ ରାଜଧାନୀରେ ପ୍ରଥମକରି ଏକ ପଶୁ ଯତ୍ନ କେନ୍ଦ୍ର କରିବା ପାଇଁ ଯୋଜନା କରାଯାଇଛି

ବିଡିଏ ପକ୍ଷରୁ ରାଜଧାନୀରେ ପ୍ରଥମକରି ଏକ ପଶୁ ଯତ୍ନ କେନ୍ଦ୍ର କରିବା ପାଇଁ ଯୋଜନା କରାଯାଇଛି। ଏଠାରେ ଗୃହପାଳିତ ପଶୁମାନଙ୍କୁ ଚିକିତ୍ସାଠାରୁ ଆରମ୍ଭ କରି ପୋଷା କୁକୁରଙ୍କୁ ସ୍ୱତନ୍ତ୍ର ତାଲିମ, ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟର ସଠିକ ଯତ୍ନ ନିଆଯିବ।

ଏହାସହ ଗୃହପାଳିତ ପଶୁମାନଙ୍କ ଅଭିବୃଦ୍ଧି ନିମିତ୍ତ ସମସ୍ତ ବ୍ୟବସ୍ଥା ଏହି କେନ୍ଦ୍ରରେ ଉପଲବ୍ଧ କରାଯିବ। ସହର ବାହାରେ ଜଟଣୀରେ ଏହି କେନ୍ଦ୍ର ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com