ଜାତୀୟ

ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଚଳିତ ବର୍ଷ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି

ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଚଳିତ ବର୍ଷ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି। ୨ବର୍ଷ ସିଜେଆଇ ପଦରେ ବସିବା ପରେ ସେ ମୁଖ୍ୟ ବିଚାରପତି ପଦରୁ ଅବସର ନେବେ।

୨୦୨୨ନଭେମ୍ବରରେ ସେ ପଦାଭାର ସମ୍ଭାଳିଥିଲେ। ଅବସର ପରେ ଆଜୀବନ ସେବା ଯୋଗାଇ ଦେବା ପାଇଁ ଜଣେ ଚାକର, ଡ୍ରାଇଭର ଓ ସହାୟକ ମିଳିବ। ଅବସରର ୫ବର୍ଷ ଯାଏଁ ତାଙ୍କୁ 24×7 Personal Security Guard ମିଳିବ। ବର୍ଷକୁ ୧୬ଲକ୍ଷ ୮୦ହଜାର ଟଙ୍କା ପେନଶନ ମିଳିବ।

Related Articles

Back to top button
WP Twitter Auto Publish Powered By : XYZScripts.com