ଓଡ଼ିଶାରାଜନୀତି

ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷା ସମ୍ବନ୍ଧିତ ମିଛ RTI ଭାଇରାଲ କରିବା ମାମଲା

ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷା ସମ୍ବନ୍ଧିତ ମିଛ RTI ଭାଇରାଲ କରିବା ମାମଲା । ସହିଦନଗର ଥାନାରେ ପ୍ରକାଶ ଦାସଙ୍କୁ ପଚରାଉଚରା କରିଛି ପୋଲିସ ।

ମିଛ ଆରଟିଆଇ ଭାଇରାଲ ମାମଲାରେ ଥାନାରେ ରୁଜୁ ହୋଇଥିବା ମାମଲା ଅନୁସାରେ ପଚରାଉଚୁରା କରାଯାଉଛି । ମାମଲାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ପରବର୍ତୀ ସମୟରେ ଜେରା କରାଯିବ ବୋଲି ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com