ମନୋରଞ୍ଜନ

ପ୍ରେମିକ ମାଥିୟାସ ବୋଏଙ୍କୁ ବିବାହ କଲେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ

ପ୍ରେମିକ ମାଥିୟାସ ବୋଏଙ୍କୁ ବିବାହ କଲେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ। ଭାଇରାଲ ହେଲା ଭିଡିଓ। ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଖୁବଶୀଘ୍ର ବିବ‌ାହ କରିବାକୁ ଯାଉଥିବା ଖବର ଚର୍ଚ୍ଚାର ରହିଥିଲା।

ତେବେ ନିଜର ବିବାହ ପ୍ରସଙ୍ଗରେ ତାପସୀ କୌଣସି ପ୍ରତିକ୍ରିୟା ରଖିନଥିବାରୁ ଖବରକୁ ନେଇ ଦ୍ବନ୍ଦ୍ବ ରହିଥିଲା। ଏବେ ତାଙ୍କ ବିବାହର ଭିଡିଓ ଭାଇରାଲ ହେବା ପରେ ‌ସେ ବିବାହ କରିଥିବା ନେଇ ସ୍ପଷ୍ଟ ହୋଇଛି।

Related Articles

Back to top button