ଜାତୀୟଭାଇରାଲ୍ ଭିଡିଓ

ବର ବନ୍ଧୁର ମଜା ହେଲା ଅସହ୍ୟ; ଉପହାର ଫୋପାଡିଲା କନିଆଁ

ବ୍ୟୁରୋ: ବିବାହରେ ମସ୍ତି-ମଜାକ ଆଜିକାଲି ସାମାନ୍ୟ ଘଟଣା । ବିବାହ ଘରେ ବନ୍ଧୁବାନ୍ଧବ ଯେତିକି ନୁହେଁ ତା ଠୁ ଅଧିକ ବର-କନ୍ୟାଙ୍କ ବନ୍ଧୁବାନ୍ଧବ ମଜା ଉଠାନ୍ତି । ବେଳେ ବେଳେ ଏହି ମସ୍ତି ମଜାକ ଏତେ ଆଗୁକୁ ବଢିଯାଏ ଯେ ଅନେକଙ୍କ ପାଇଁ ଏହା ଗ୍ରହଣ ହୋଇନଥାଏ ।  ଏମିତି ବି ହୁଏ ଯେଉଁଠି ବର ର ସାଙ୍ଗ ମାନେ କନ୍ୟା ସହିତ କରୁଥିବା ମଜାକ୍ କନ୍ୟାକୁ ପସନ୍ଦ ହୋଇ ନ ଥାଏ । ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ବରର ସାଙ୍ଗ କନ୍ୟାକୁ ଏକ ଗିଫ୍ଟ ପ୍ରଦାନ କରନ୍ତି ଯାହାକୁ ଖୋଲିବା ପରେ କନ୍ୟାର ମନ ଖରାପ ହେବା ସହ ସେ ରାଗିଥିବା ନଜର ଆସେ ।ବର୍ତ୍ତମାନ ଏହି ଭିଡିଓକୁ ସୋସିଆଲ ମିଡିଆରେ 3 ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଏହା ଜୋରସୋରରେ ଭାଇରାଲ ହେବାରେ ସହ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com