ଅନ୍ୟାନ୍ୟ

ହକି ବିଶ୍ୱକପ ଫଟୋରେ କାହିଁକି ରହିଛି କଇଁଛ

 ଭୁବନେଶ୍ୱର, ୦୨/୦୧/୨୦୨୩-  ହକି ବିଶ୍ୱକପ ପାଇଁ ଚଳଚଞ୍ଚଳ ଭୁବନେଶ୍ୱର ଏବଂ ରାଉରକେଲା । ରାସ୍ତା ଘାଟ, ବସ ଷ୍ଟପ ଠାରୁ ଆରମ୍ଭ କରି ସବୁଠାରେ ବଡ ବଡ ପୋଷ୍ଟର ଲାଗିଛି । ପୋଷ୍ଟରରେ ହକି ୱାର୍ଲକପର ଫଟୋ ସହିତ ଏକ କଇଁଛ ହକି ଷ୍ଟିକ ଧରି ଛିଡା ହୋଇଥିବାର ଆପଣ ନିଶ୍ଚୟ ଦେଖିଥିବେ । ତେବେ ଏହି କଇଁଛ ହକି ୱାର୍ଲକପର ଫଟୋ ସହିତ କାହିଁକି ରହିଛି । ତେବେ ଆସନ୍ତୁ ଜାଣିବା  ଏହା ବାସ୍ତବରେ କେଉଁ ସୂଚନା ଦେଇଥାଏ ।

ଏହି କଇଁଛର ନାଁ ‘ଓଲି’ । ଏହା ବିପଦରେ ଥିବା ଅଲିଭ୍ ରିଡଲେ ସମୁଦ୍ର କଇଁଛକୁ ପ୍ରତିପାଦିତ କରେ ଯାହା ସମୁଦ୍ରରେ ହଜାରେ କିଲୋମିଟର ଯାତ୍ରା କରି ଅଣ୍ଡାଦାନ ପାଇଁ ଓଡିଶାର ଋଷିକୂଲ୍ୟା ଏବଂ ଗହିରମାଥା ବେଳାଭୂମିରେ ପ୍ରତିବର୍ଷ ଆସିଥାନ୍ତି । ତେଣୁ ପାଇଁ ମାନକ ସୁରକ୍ଷା ଏବଂ ସଚେତନତା ପାଇଁ ହକି ବିଶ୍ୱକପରେ ମୁଖ୍ୟମନ୍ତ୍ରୀ ‘ଓଲି’ ମାସ୍କଟ ଲଞ୍ଚ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com