ଅନ୍ତର୍ଜାତୀୟ

ବିମାନରେ ଝିଅ ବାହାଘର

ୟୁଏଇ ଅଧିବାସୀ ଭାରତୀୟ ବ୍ୟବସାୟୀ ଦିଲ୍ଲୀପ ପୋପଲେ ନିଜ ଝିଅର ବାହାଘର ଜେଟଏକ୍ସ ବୋଇଙ୍ଗ ୭୪୭ ବିମାନ ଭିତରେ କରିଛନ୍ତି। ନଭେମ୍ବର ୨୪ରେ ଏହି ବାହାଘର ଦୁବାଇରେ ଅନୁଷ୍ଠିତ ହୋଇଯାଇଛି।

ବାହାଘର ସହିତ ବିଭିନ୍ନ ରଶମର ମଧ୍ୟ ବିମାନର ଆୟୋଜନ ହୋଇଥିଲା। ମେହେନ୍ଦୀ, ସଙ୍ଗୀତ ଓ ହଲଦୀ ପାଇଁ ଜେଟର ବିଭିନ୍ନ ସ୍ଥାନକୁ ବିଭିନ୍ନ ଶୈଳୀରେ ଡେକୋରେଟ କରାଯାଇଥିଲା। ନିଜ ଝିଅର ବାହାଘରକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀପ ଏପରି କରିଛନ୍ତି।

Related Articles

Back to top button