ଜାତୀୟ

ଟଙ୍କା ଯୋଗାଡ଼ ପାଇଁ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କଲେ ଦିବ୍ୟାଙ୍ଗ

ନିଜ ଗୋଡ଼ର ଅପରେସନ ନିମନ୍ତେ ଟଙ୍କା ଆବଶ୍ୟକ ଥିଲା। ତେଣୁ ସହଜରେ ଟଙ୍କା ଯୋଗାଡ଼ ପାଇଁ ଗଞ୍ଜେଇ ଚାଲାଣ କରିବାକୁ ଯୋଜନା କଲେ ଦିବ୍ୟାଙ୍ଗ।

ମାତ୍ର ତାଙ୍କର ସବୁ ଯୋଜନା ଫେଲ୍‌ ମାରିଲା। ଗଞ୍ଜେଇ ଜବତ ସହ ସମ୍ପୃକ୍ତ ଦିବ୍ୟାଙ୍ଗକୁ ମାଡ଼ି ବସିଛି ପୁଲିସ୍‌। ଏପରି ଏକ ଘଟଣା ଗଜପତି ଜିଲ୍ଲା ଅଡବା ଥାନା ଅଧୀନରେ ଘଟିଛି। ଗିରଫ ବ୍ୟକ୍ତିଜଣକ ତାମିଲନାଡୁର ଏସ.ଆର ମହାଦୀପନନ୍ଦ ନାଲ୍ଲାକୋଇ ବୋଲି ଜଣାପଡିଛି ।

Related Articles

Back to top button