ଜାତୀୟ

ଚାଷୀଙ୍କ ଭାରତ ବନ୍ଦ ଡାକରା

ଚାଷୀଙ୍କ ଭାରତ ବନ୍ଦ ଡାକରା । କେଉଁଠି ଗଡିନି ବସ ପୁଣି କେଉଁଠି ଦୋକାନବଜାରରେ ପଡିଛି ତାଲା । ଦୈନନ୍ଦିନ ଜୀବନ ମଧ୍ୟ ବେଶ ବାଧାପ୍ରାପ୍ତ ହୋଇଛି ।

ଛାତ୍ରଛାତ୍ରୀମାନେ ସ୍କୁଲ ଯିବାକୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବୋର୍ଡ ପରୀକ୍ଷା ଭିତରେ ଏଭଳି ପରିସ୍ଥିତିରେ ସମ୍ମୁଖୀନ ହେବା ପରେ ଛାତ୍ରଛାତ୍ରୀଙ୍କ ଗହଣରେ ଅସନ୍ତୋଷ ପ୍ରକାଶ ପାଇଛି । ପେଟ୍ରୋଲ ପମ୍ପରେ ତାଲା ପଡିବା ଯୋଗୁଁ ଯାତାୟତ ପାଇଁ ବେଶ ସମସ୍ୟା ଦେଇ ଗତି କରିନ୍ତି ସାଧାରଣ ଯାତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com