କ୍ରୀଡ଼ା

ପ୍ରତିଭାବାନ କ୍ରିକେଟର ମାନଙ୍କୁ ବାଛିବା ପାଇଁ ଓସିଏ ପ୍ରଥମଥର ଲାଗି ଏକ ମାସ ଧରି ସବୁ ଜିଲ୍ଲାରେ ଆୟୋଜନ କରିଛି ଅନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ପ୍ରତିଭାବାନ କ୍ରିକେଟର ମାନଙ୍କୁ ବାଛିବା ପାଇଁ ଓସିଏ ପ୍ରଥମଥର ଲାଗି ଏକ ମାସ ଧରି ସବୁ ଜିଲ୍ଲାରେ ଆୟୋଜନ କରିଛି ଅନ୍ତଃ ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ।

ପ୍ରତି ଜିଲ୍ଲାରୁ ୧୦ ରୁ ୨୦ ସ୍କୁଲ ଏଥିରେ ଭାଗ ନେଇ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିଲେ । ଏକମାସ ଧରି ୩୦ ଟି ଯାକ ଜିଲ୍ଲାରେ ୧୦ ରୁ ୨୦ ଟିମକୁ ନେଇ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ କରାଯାଇଛି । ସମସ୍ତ ଜିଲ୍ଲାର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସରିବା ପରେ ଓସିଏ ପ୍ରଦର୍ଶନ ଭିତ୍ତିରେ ଶ୍ରେଷ୍ଠ ୫୦ କ୍ରିକେଟର ବାଛିବ ।

Related Articles

Back to top button