କ୍ରୀଡ଼ା

ହାର୍ଦ୍ଦିକ ପୋଷ୍ଟ କରିଥିବା ଏହି ଫଟୋରେ ‘ମାଇଁ ପିଲାର’ ବୋଲି କ୍ୟାପଶନ ଦେଇଛନ୍ତି

ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ପୋଷ୍ଟ କରିଥିବା ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ହାର୍ଦ୍ଦିକ ପୋଷ୍ଟ କରିଥିବା ଏହି ଫଟୋରେ ‘ମାଇଁ ପିଲାର’ ବୋଲି କ୍ୟାପଶନ ଦେଇଛନ୍ତି । ତେବେ ଏହି ଫଟୋରେ ହାର୍ଦ୍ଦିକ ବଡ଼ ଭାଇ କ୍ରୁନାଲଙ୍କ ସହିତ ଷ୍ଟାଇଲିଶ ଅନ୍ଦାଜରେ ନଜର ଆସିଛନ୍ତି ।

ଏଥିରେ ସେ ଏକ ଧଳା ବ୍ୟାନିୟନ ସହିତ ନାଲି ଜ୍ୟାକେଟ ଏବଂ ଧଳା ବ୍ୟାଗି ପ୍ୟାଣ୍ଟ ଓ ଧଳା ଜୋତା ପିନ୍ଧିଥିବା ଦେଖିବାକୁ ମିଳିଛି । ଏହା ସହିତ କ୍ରୁନାଲ ଏକ ଧଳା ଓଭର ସାଇଜ ସାର୍ଟ ସହିତ ଧଳା ଟ୍ରାଉଜର ପ୍ୟାଣ୍ଟ ଏବଂ ଧଳା ଜୋତା ପିନ୍ଧିଥିବା ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com