ରାଜନୀତି

ପେଟ୍ରୋଲ ପକାଉଥିଲେ ସାବଧାନ

ପେଟ୍ରୋଲ ପକାଉଥିଲେ ସାବଧାନ। ରାଜ୍ୟରେ ପେଟ୍ରୋଲ ପମ୍ପରେ ଚାଲିଛି ହେରଫେର।

ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉତ୍ତରରୁ ସାମନାକୁ ଆସିଛି ଏହି ତଥ୍ୟ। ଗତ ବର୍ଷ ରାଜ୍ୟରେ ବିଭାଗ ଚଢାଉ କରି ୨୪ ଟି ମାମଲା କରିଥିବା ବେଳେ ୩ ଲକ୍ଷ ୧୭ ହଜାର ଟଙ୍କା ଜରିମାନା ଆଦାୟ କରିଛି।

ସେହିପରି ମୋଟ ୩ ବର୍ଷରେ ୮୩ ମାମଲାରେ ୧୦ ଲକ୍ଷ ୬୬ ହଜାର ଫାଇନ ଆଦାୟ କରିଛି ବିଭାଗ।

Related Articles

Back to top button
WP Twitter Auto Publish Powered By : XYZScripts.com