ରାଜନୀତି

କେନ୍ଦ୍ର ସରକାର ୨୦୧୪ରେ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା

କେନ୍ଦ୍ର ସରକାର ୨୦୧୪ରେ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା। ଏହି ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ ୫୧ କୋଟିରୁ ଅଧିକ ଆକାଉଣ୍ଟ ଖୋଲାଯାଇଛି।

ତେବେ ପରିତାପର ବିଷୟ, ବର୍ତ୍ତମାନ ସୁଦ୍ଧା ଖୋଲାଯାଇଥିବା ୧୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି। ଏହି ବନ୍ଦ ବ୍ୟାଙ୍କ ଆକାଉଣ୍ଟଗୁଡିକରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ଅର୍ଥ ଜମା ରହିଛି। ଏହି ଅର୍ଥର କୌଣସି ଦାବିଦାର ନ ଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡିଛି।

Related Articles

Back to top button