ଅନ୍ତର୍ଜାତୀୟ

ଚାଇନାର ଉତ୍ପାଦ ଉପରେ ଆମେରିକା ଭାରି ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି

ଚାଇନାର ଉତ୍ପାଦ ଉପରେ ଆମେରିକା ଭାରି ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ଇଲେକ୍ଟ୍ରିକ ଯାନ, ବ୍ୟାଟେରୀ, ଷ୍ଟିଲ, ସୌର ସେଲ୍‌ ଏବଂ ଆଲୁମିନିୟମ ସାମିଲ ଅଛି।

ବୈଦ୍ୟୁତିକ ଯାନ ଉପରେ ୧୦୦ ପ୍ରତିଶତ, ସେମିକଣ୍ଡକ୍ଟର ଉପରେ ୫୦ପ୍ରତିଶତ ଏବଂ ବୈଦ୍ୟୁତିକ ଯାନ ବ୍ୟାଟେରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରାଯାଇଛି। ହ୍ବାଇଟ ହାଉସର ରୋଜ ଗାର୍ଡେନରେ ଦେଶକୁ ସମ୍ବୋଧିତ କରୁଥିବାବେଳେ ରାଷ୍ଟ୍ରପତି ଜୋ ବାଇଡେନ ଏହା ଘୋଷଣା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com