ମନୋରଞ୍ଜନ

ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନ୍‌ସାଲୀ ତାଙ୍କର ନୂଆ ୱେବ୍ ସିରିଜ୍ ‘ହିରାମଣ୍ଡି: ଦି ଡାଇମଣ୍ଡ୍‌ ବାଜାର’ କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି

ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନ୍‌ସାଲୀ ତାଙ୍କର ନୂଆ ୱେବ୍ ସିରିଜ୍ ‘ହିରାମଣ୍ଡି: ଦି ଡାଇମଣ୍ଡ୍‌ ବାଜାର’ କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି।

ଏହି ଧାରାବାହିକରେ ସୋନାକ୍ଷୀ ସିହ୍ନା, ମନୀଷା କୋଇରାଲା, ରିଚା ଚଡ୍‌ଡା, ଆଦିତ୍ୟ ରାଓ ହୈଦରୀ, ଶର୍ମିନ୍ ସହଗଲ, ସଞ୍ଜୀଦା ଶେଖ ଏବଂ ଅନ୍ୟ ତାରକାମାନେ ନଜର ଆସିବେ। ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ୱେବ୍ ସିରିଜ୍ ଖୁବ୍ ଶୀଘ୍ର OTT କୁ ଆସିବାକୁ ଯାଉଛି। ବର୍ତ୍ତମାନ, ‘ହିରାମଣ୍ଡି’ର ଦ୍ୱିତୀୟ ଗୀତ ‘ତିଲ୍‌ସ୍ମୀ ବାହେଁ ’ମୁକ୍ତିଲାଭ କରିଛି।

Related Articles

Back to top button