ମନୋରଞ୍ଜନ

ବଲିଉଡର ସ୍ବିଟ କପଲ କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ

ବଲିଉଡର ସ୍ବିଟ କପଲ କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। ଜାନୁଆରୀ ୩୦ରେ, ଏହି ଦମ୍ପତିଙ୍କର ଏନଗେଜମେଣ୍ଟ ହୋଇଛି।

ସୋସିଆଲ ମିଡିଆରେ କ୍ରିତି ଏବଂ ପୁଲକିତଙ୍କ ଏନଗେଜମେଣ୍ଟର ଫଟୋ ସାମ୍ନାକୁ ଆସିଛି। ଏହି ଦମ୍ପତି ସେମାନଙ୍କ ପରିବାର ସହିତ ଏନଗେଜମେଣ୍ଟ କରାଇଛନ୍ତି। ଫଟୋ ସୋସିଆଲ ମିଡିଆରେ ଆସିବା ମାତ୍ରେ ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com