ରାଜନୀତି

ନଭେମ୍ବର ୨୧ ତାରିଖଠାରୁ ଆରମ୍ଭ ଷୋଡ଼ଶ ବିଧାନସଭା

ନଭେମ୍ବର ୨୧ ତାରିଖଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଅର୍ଥାତ୍‌‌ ଶୀତ ଅଧିବେଶନ ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନକୁ ଶେଷ କରାଯାଇଛି।

ନଭେମ୍ବର ୨୧ ଆରମ୍ଭ ହୋଇ ଡିସେମ୍ବର ୩୦ ଯାଏଁ ବିଧାନସଭା ଚାଲିବାର ଥିଲା। ୩୦ ଟି କାର୍ଯ୍ୟ ଦିବସ ଥିବା ଚଳିତ ଶୀତ ଅଧିବେଶନ ୪ ଦିନ ଚାଲିବା ପରେ ଶୁକ୍ରବାର ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ।

Related Articles

Back to top button
WP Twitter Auto Publish Powered By : XYZScripts.com