ମନୋରଞ୍ଜନ

କରଣଙ୍କ ଶୋ’ର ପରବର୍ତ୍ତୀ ଅତିଥି ବଲିଉଡର ଦୁଇ ସୁନ୍ଦରୀ ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେ

କରଣ ଜୋହରଙ୍କ ଲୋକପ୍ରିୟ ଟକ ଶୋ କଫି ଓ୍ବିଥ୍‌ କରନ ସିଜନ ୮ ଆରମ୍ଭ ହୋଇଛି। ପ୍ରଶଂସକମାନେ ଏହାର ତୃତୀୟ ଏପିସୋଡକୁ ଅପେକ୍ଷା କରିଛନ୍ତି, ଯାହାର ପ୍ରୋମୋ ମଧ୍ୟ ପ୍ରକାଶ ପାଇଛି।

କରଣଙ୍କ ଶୋ’ର ପରବର୍ତ୍ତୀ ଅତିଥି ବଲିଉଡର ଦୁଇ ସୁନ୍ଦରୀ ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେ ରହିବେ। ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସାରା ଶୁଭମାନ ଗିଲଙ୍କ ରହସ୍ୟ ଉନ୍ମୋଚନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com