ଜାତୀୟରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭିତରୁ ଦିଲ୍ଲୀ ପୁଲିସର ପିସିଆରକୁ କଲ କରାଯାଇଥିଲା

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭିତରୁ ଦିଲ୍ଲୀ ପୁଲିସର ପିସିଆରକୁ କଲ କରାଯାଇଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ ସ୍ବାତୀ ମାଲିୱାଲ୍ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତାଙ୍କ ପିଏ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ସ୍ବାତୀଙ୍କୁ ମାଡ଼ ମାରିଥିବା ନେଇ ସେ ଅଭିଯୋଗ କରିବାରୁ ପୁଲିସ ତୁରନ୍ତ ବାସଭବନରେ ପହଞ୍ଚିଥିଲା। ହେଲେ ସେଠାରେ ସ୍ବାତୀ ମିଳିନଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com