ଓଡ଼ିଶା

ଗାଁରେ ବୁଲୁଛି ଭାଲୁ, ଆକ୍ରମଣରେ ୩ ଗୁରୁତର

ପାଟଣା: ଗାଁରେ ବୁଲୁଛି ଭାଲୁ । ଭାଲୁକୁ ଦେଖି ଲୋକେ ଆତଙ୍କିତ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ଅଞ୍ଚଳରେ ୨ ଦିନ ହେଲା ଭାଲୁ ଆତଙ୍କ ଖେଳାଇଛି ।

ସେହିପରି ବୁଧବାର ଦିନ ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଏବେ ମାଛଗଡ଼ ବିଟ୍ କମାରମରା ଗାଁରେ ରକ୍ତମୁଖା ଭାଲୁ ବୁଲୁଥିବାରୁ ଗ୍ରାମବାସୀ ତଥା ଆଖପାଖ ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

Related Articles

Back to top button