ଓଡ଼ିଶା

ହୋଟେଲ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର () ରାଜଧାନୀରୁ ହୋଟେଲ କର୍ମଚାରୀଙ୍କ ମୃତଦେହ ଉଦ୍ଧ।ର । ମୃତକ ଜଣଙ୍କ ଯାଜପୁରର ଦିଲ୍ଲୀପ ଜେନା ବୋଲି ଜଣାପଡିଛି । ମୃତଦେହ ଛାତିରେ ଦାଗ ଥିବାରୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । କବାଟ ଭିତର ପଟୁ ବନ୍ଦ ଥିବାରୁ କବାଟ ଭାଙ୍ଗି ମୃତଦେହ ବାହାର କରିଛି ପୋଲିସ । ତେବେ ଶବକୁ ବ୍ୟବଛେଦ ପାଇଁ ପଠାଇଛି ପୋଲିସ । ମୃତକଙ୍କ ପରିବାର ଲୋକଙ୍କ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଛି  ।

Related Articles

Back to top button
WP Twitter Auto Publish Powered By : XYZScripts.com