Featuredଜାତୀୟ

ପୁଲୱାମାରେ ଏନ୍‌କାଉଣ୍ଟର୍‌ , ଜଣେ ଆତଙ୍କବାଦୀ ନିହତ

ଜମ୍ମୁ-କଶ୍ମୀରର ଅବନ୍ତିପୋରା ଅଞ୍ଚଳରେ ଆଜି ଭୋରୁ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର୍‌ରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ପୁଲୱାମାର ପ୍ୟାଡଗାମପୋରା ଅଞ୍ଚଳରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ପରେ ଆରମ୍ଭ ହୋଇଥିବା ଗୁଳି ବିନିମୟରେ ଦୁଇ ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି।

ମୃତ ଆତଙ୍କବାଦୀର ଶରୀର ଏଯାବତ୍‌ ଜବତ ହୋଇନାହିଁ। ନିହତ ହୋଇଥିବା ଆତଙ୍କବାଦୀକୁ ଛାଡ଼ିଲେ ଅନ୍ୟ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ଧରା ପଡ଼ିଛନ୍ତି।

ଏ ନେଇ କାଶ୍ମୀର ପୁଲିସ୍‌ ଟ୍ବିଟ୍‌ ଯୋଗେ ‌ସୂଚନା ଦେଇଛି ଯେ ‘ପୁଲୱାମା ଜିଲ୍ଲାର ପ୍ୟାଡଗାମପୋରା ଅବନ୍ତିପୋରା ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com