ଅନ୍ୟାନ୍ୟ

ଆରମ୍ଭ ହେଲା ‘ଅପରେଶନ ଜିନ୍ଦେଗୀ

ଟନେଲରେ ଫସିରହିଛି ଶ୍ରମିକଙ୍କ ଜୀବନ । ଦିନେ କି ଦୁଇ ଦିନ ନୁହଁ ଦୀର୍ଘ ୯ ଦିନ ହେଲା ଟନେଲ ଭିତରେ ବଂଚିବାର ଅହରହ ସଂଘର୍ଷ ଜାରି ରହିଛି ।

ଉତରାଖଣ୍ଡ ଉତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧ।ର କରାଯାଇନଥିବା ବେଳେ ଆରମ୍ଭ ହୋଇଛି ‘ଅପରେଶନ ଜିନ୍ଦେଗୀ’ । ଶ୍ରମିକ ମାନଙ୍କୁ ଉଦ୍ଧାର ପାଇଁ ସୁଡଙ୍ଗ ଉପରୁ ଚାଲିଛି ଖନନ କାର୍ଯ୍ୟ ।

ଘଟଣାସ୍ଥଳରେ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଞ୍ଚିସାରିଛନ୍ତି । ଟନେଲ ଖୋଳିବାରେ ପୁରା ଟିମ୍ ଲାଗିପଡିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com