ଜାତୀୟରାଜନୀତି

ଦିଲ୍ଲୀରେ ତୃଣମୂଳ କଂଗ୍ରେସ ସାଂସଦଙ୍କ ଜାରି ରହିଛି ହାଇଭୋଲଟେଜ ଡ୍ରାଭା

ଦିଲ୍ଲୀରେ ତୃଣମୂଳ କଂଗ୍ରେସ ସାଂସଦଙ୍କ ଜାରି ରହିଛି ହାଇଭୋଲଟେଜ ଡ୍ରାଭା। ଅଟକ ରଖି ପୁଲିସ ଛାଡିବା ପରେ ବି ଥାନା ଛାଡୁ ନାହାନ୍ତି ଟିଏମ୍‌ସି ସାଂସଦ। ପୁଲିସ ତାଙ୍କୁ ଅଟକ ରଖିଥିବା ନେଇ ସେମାନେ ଦାବି କରୁଛନ୍ତି।

କିନ୍ତୁ ପୁଲିସ ସେମାନଙ୍କୁ ଅଟକ ରଖିନଥିବା କହୁଛି। ନେତା ଓ ପୁଲିସ ମଧ୍ୟରେ ଏଭଳି କିଛି ଡ୍ରାମା ଜାରି ରହିଛି। ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ବାହାରେ ଟିଏମସି ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com