ଜାତୀୟରାଜନୀତି

ମହଙ୍ଗା ପଡିଲା ରାଜନୈତିକ ସଭାରେ ଯୋଗଦାନ

ମହଙ୍ଗା ପଡିଲା ରାଜନୈତିକ ସଭାରେ ଯୋଗଦାନ। ଭାରତ ରାଷ୍ଟ୍ର ସମିତିର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା କାରଣରୁ ୧୦୬ ସରକାରୀ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ କମିଶନ।

ତେଲଙ୍ଗାନା ମେ଼ଡାକ ଆସନରୁ ବିଆରଏସ ପ୍ରାର୍ଥୀ ତଥା ପୂର୍ବତନ ଆଇଏଏସ ଅଧିକାରୀ ପି. ଭେଙ୍କଟରମଣ ରେଡ୍ଡୀଙ୍କ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବା ଅଭିଯୋଗରେ ଇସିଆଇ ନେଇଛନ୍ତି କଡ଼ା ପଦକ୍ଷେପ।

Related Articles

Back to top button
WP Twitter Auto Publish Powered By : XYZScripts.com