ଅନ୍ତର୍ଜାତୀୟ

ବିଶ୍ଵର ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଖସିଲା ଭାରତର ସ୍ଥାନ

ବିଶ୍ଵର ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଖସିଲା ଭାରତର ସ୍ଥାନ। ପୂର୍ବ ବର୍ଷ ତୁଳନାରେ ଗୋଟିଏ ପାଦ ତଳକୁ ଖସିଛି ଭାରତ। ବିଶ୍ବର ପାସପୋର୍ଟ ତାଲିକା ପ୍ରକାଶ କରୁଥିବା ହେନଲେ ପାସପୋର୍ଟ ଇଣ୍ଡେକ୍ସ ଏହି ତାଲିକା ପ୍ରକାଶ କରିଛି।

ହେନଲେ ପାସପୋର୍ଟ ତାଲିକାରେ ଗତ ବର୍ଷ ତୁଳନାରେ ଭାରତର ପ୍ରଦର୍ଶନ ଖରାପ ରହିଛି। ଗତବର୍ଷ ୮୪ ନମ୍ବର ସ୍ଥାନରେ ଥିବା ଭାରତ ଏବର୍ଷ ୮୫ ନମ୍ବରକୁ ଖସିଛି।

Related Articles

Back to top button